Jump to content

ଦୁଷ୍କୁଳୀନ

ଉଇକିଅଭିଧାନ‌ରୁ

ଦୁଷ୍କୁଳୀନ

ଉଚ୍ଚାରଣ

[ସମ୍ପାଦନା]
(ଦୁଷ୍କୁଳୀନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଦୁଷ୍କୁଳ+ଜାତାର୍ଥରେ ଈନ)

[ସମ୍ପାଦନା]

ନୀଳବଂଶୋଦ୍ଭବ; ଅସତ୍କୁଳଜାତ — Of low birth; spruing from a low family; bass-born.