ଦୁଷ୍କ୍ରମତା
ଅର୍ଥଦୋଶବିଶେଷ; ଯେଉଁ ଦୋଷ ଥଲେ ଅର୍ଥକଥନରେ କ୍ରମଭଙ୍ଗ ହୁଏ — A fault in rhetoric.
ପିଇଲେ ରୁଧର ପଣା ପରିରେ ପ୍ରେତ—ଅଗଣା ମଣ୍ଡାପରି ମୁଣ୍ଡ ଚବାଇଲେ ଯେ ଭଞ୍ଜ. ଲାବଣ୍ୟବତୀ
[ଦ୍ରଷ୍ଟବ୍ୟ —ଆଗେ ପିଇବା ପରେ ଖାଇବା ଏହା କ୍ରମବିପର୍ଯ୍ୟୟ]