Jump to content

ଦୁଷ୍କ୍ରିୟା

ଉଇକିଅଭିଧାନ‌ରୁ

ଦୁଷ୍କ୍ରିୟା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୁର୍+କ୍ରିୟା)

[ସମ୍ପାଦନା]

ମନ୍ଦକାର୍ଯ୍ୟ; କୁକାର୍ଯ୍ୟ — Bad act.

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ଦୁଷ୍କ୍ରିୟ+ସ୍ତ୍ରୀ. ଆ)

[ସମ୍ପାଦନା]

ଦୁଷ୍କ୍ରିୟର ସ୍ତ୍ରୀଲିଙ୍ଗ — Feminine of Dushkriya.