ଦୁଷ୍କ୍ରିୟାସକ୍ତ
(ଦୁଷ୍କ୍ରିୟାସକ୍ତା—ସ୍ତ୍ରୀ)
(ଦୁଷ୍କ୍ରିୟାରତ—ଅନ୍ୟରୂପ)
ଦୁଷ୍କର୍ମରେ ଅନୁରକ୍ତ — Addicted to evil deeds.