ଦୁଷ୍ଖଦିର
ଦେଖଣା
ଦୁଷ୍ଖଦିର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦୁଷ୍ଖଦିର
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଏକପ୍ରକାର ହଳଦିଆ ବା ଫକ୍କା ଖଇର; ପାକଡ଼ ଖଇର —Brown catechu.
[ଦ୍ରଷ୍ଟବ୍ୟ —ଏହାର ଗଛ କଳା ଖଇରର ଗଛ ଅପେକ୍ଷା ଛୋଟ; ଏହାର ଖଇର ପାଣ୍ଡୁର ବା ହଳଦିଆ ଓ ଖାଇବାକୁ କଡ଼ା ଓ କଷା ଲାଗେ]