Jump to content

ଦୁଷ୍ଟଚାରୀ

ଉଇକିଅଭିଧାନ‌ରୁ

ଦୁଷ୍ଟଚାରୀ

ଉଚ୍ଚାରଣ

[ସମ୍ପାଦନା]
(ଦୁଷ୍ଟଚାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦୁଷ୍ଟ+ଚର୍ ଧାତୁ+କର୍ତ୍ତୃ. ଇନ୍ ୧ମା.୧ବ)

[ସମ୍ପାଦନା]
୧. ଦୁଷ୍କର୍ମରେ ରତ —୧. Addicted to evil acts.
୨. ପାପିଷ୍ଠ —୨. Sinful.
୩. ଖଳ; ଦୁର୍ଜ୍ଜନ —୩. Wicked.