ଦୁଷ୍ଟବ୍ରଣ
ଦେଖଣା
ଦୁଷ୍ଟବ୍ରଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା ଦୁଷ୍ଟ+ବ୍ରଣ)
[ସମ୍ପାଦନା]ଯେଉଁ ବ୍ରଣ ବା ଘାଆ ବିଶେଷ କଷ୍ଟ ଦିଏ ଏବଂ ଶୀଘ୍ର ଭଲ ହୁଏ ନାହିଁ — Malignant tumour, boil or sore.
[ଦ୍ରଷ୍ଟବ୍ୟ —ଏ କ୍ଷତରୁ ଦୁର୍ଗନ୍ଧ ବାହାରେ ଓ ଏହା ଦୁରାରୋଗ୍ୟ ହିନ୍ଦୁ ଧର୍ମଶାସ୍ତ୍ରରେ ଏହା ପୂର୍ବଜନ୍ମ କୃତ ମହାପାତକର ଫଳ ବୋଲି ସ୍ୱୀକୃତ ହୋଇଅଛି ବିନା ପ୍ରାୟଶ୍ଚିତ୍ତରେ ଏ ରୋଗୀ ଅସ୍ପୃଶ୍ୟ ଓ ଏହାର ଦାହକର୍ମ ଓ ମୃତକ ସଂସ୍କାର ନିଷିଦ୍ଧ ହିନ୍ଦୀ - ଶବବ୍ଦସାଗର]