ଦୁଷ୍ଟସାକ୍ଷୀ
ଦେଖଣା
ଦୁଷ୍ଟସାକ୍ଷୀ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - (ହିନ୍ଦୁସ୍ମୃତି)
ଯେଉଁ ସାକ୍ଷୀ ମିଥ୍ୟାସାକ୍ଷ୍ୟ ଦିଏ ବା ବ୍ୟାଧିଗ୍ରସ୍ତ ବା ମହାପାତକୀ କିମ୍ୱା ଯାହାର କୌଣସି ପକ୍ଷ ସଙ୍ଗେ ଅର୍ଥସମ୍ୱନ୍ଧ, ମିତ୍ରତା ବା ଶତ୍ରୁତା ଅଛି — (Hindu law) A witness who speaks falsely or is suffering from a serious malady or is interested in a party or is inimical to a party.
[ଦ୍ରଷ୍ଟବ୍ୟ —ଏପରି ସାକ୍ଷୀଠାରୁ ପ୍ରମାଣ ଗ୍ରହଣ କରାଯିବା ହିନ୍ଦୁ ସ୍ମୃତି ଶାସ୍ତ୍ରରେ ନିଷିଦ୍ଧ]