Jump to content

ଦୁଷ୍ଟା

ଉଇକିଅଭିଧାନ‌ରୁ

ଦୁଷ୍ଟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଦୁଷ୍ଟ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ନଷ୍ଟା; ବ୍ୟଭିଚାରିଣୀ; କୁଳଟା; ଭ୍ରଷ୍ଟା —୧. Dissolute; adulterous (woman); unchaste.
୨. ମନ୍ଦ ସ୍ୱଭାବଯୁକ୍ତା —୨. Evil natured (woman).