Jump to content

ଦୁଷ୍ଟା ଭାର୍ଯ୍ୟା

ଉଇକିଅଭିଧାନ‌ରୁ

ଦୁଷ୍ଟା ଭାର୍ଯ୍ୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (କର୍ମଧା; ଦୁଷ୍ଟ+ ଭାର୍ଯ୍ୟା)

[ସମ୍ପାଦନା]
୧. ନଷ୍ଟା ସ୍ତ୍ରୀ — ୧. A wife committing adultery.
୨. ଅଣ୍ଡିରାଚଣ୍ଡୀ ସ୍ତ୍ରୀ — ୨. A vixen; a shrew; a virago.