Jump to content

ଦୁଷ୍ପରାଜୟ

ଉଇକିଅଭିଧାନ‌ରୁ

ଦୁଷ୍ପରାଜୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଦୁର୍+ ପରାଜୟ)

[ସମ୍ପାଦନା]

ଯାହାକୁ ସହଜରେ ପରାଜୟ କରାଯାଇ ନ ପାରେ; ଅଜେୟ; ଦୁର୍ଜୟ — Invincible; difficult to conquer.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଧୃତରାଷ୍ଟ୍ରଙ୍କ ଏକ ପୁତ୍ର — Name of a son of Dhṛutarāshṭra.