Jump to content

ଦୁଷ୍ପ୍ରଧର୍ଷ

ଉଇକିଅଭିଧାନ‌ରୁ

ଦୁଷ୍ପ୍ରଧର୍ଷ

ଉଚ୍ଚାରଣ

[ସମ୍ପାଦନା]
(ଦୁଷ୍ପ୍ରଧର୍ଷା—ସ୍ତ୍ରୀ) 

(ଦୁଷ୍ପ୍ରଧର୍ଷତା—ବି)

ସଂସ୍କୃତ - ବିଶେଷଣ - (ଦୁର୍+ ପ୍ର+ ଧୂଷ୍ ଧାତୁ+ କର୍ମ. ଅ)

[ସମ୍ପାଦନା]

ଯାହାକୁ ସହଜରେ ଆକ୍ରମଣ କରାଯାଇ ନ ପାରେ; ଅଧର୍ଷଣୀୟ; ଦୁର୍ଦ୍ଧର୍ଷ — Hard to assail; unassilable.