Jump to content

ଦୁଷ୍ମନ୍ତ

ଉଇକିଅଭିଧାନ‌ରୁ

ଦୁଷ୍ମନ୍ତ

ଉଚ୍ଚାରଣ

[ସମ୍ପାଦନା]

(ଦୁଷ୍ୟନ୍ତ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ -(ଦୁଷ୍= ଦୋଷୀ+ ମନ୍ ଧାତୁ= ବୋଧ କରିବା+ ତ; ଶକୁନ୍ତଳା ପରିତ୍ୟାଗ କରିଥିବାରୁ ଯେ ଆପଣାକୁ ଦୋଷୀ ବୋଧ କରିଥିଲେ)

[ସମ୍ପାଦନା]

ଗୁରୁବଂଶୀୟ ଏତି ରାଜାଙ୍କ ପୁତ୍ର ଓ ଭରତ ରାଜାଙ୍କ ପିତା; ଶକୁନ୍ତଳାଙ୍କ ସ୍ୱାମୀ; କାଳିଦାସଙ୍କ ଅଭିଜ୍ଞାନଶକୁନ୍ତଳ ନାଟକର ନାୟକ —The father of king Bharata (the hero of Kāḻidāsa's drama Ṡakuntala.