ଦୁଷ୍ୟ
ଦେଖଣା
ଦୁଷ୍ୟ
ଉଚ୍ଚାରଣ
[ସମ୍ପାଦନା](ଦୂଷ୍ୟା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ଦୁଷ୍ ଧାତୁ+ କର୍ମ. ଯ)
[ସମ୍ପାଦନା]- ୧. ନିନ୍ଦନୀୟ; ନିନ୍ଦ୍ୟ — ୧. Blameworthy.
- ୨. ଦୂଷଣୀୟ —୨. Condemnable.
- ୩. ଯାହା ଦୂଷିତ ହୋଇ ପାରେ — ୩. Liable to be spoiled or polluted.
- ୪. ତ୍ୟାଜ୍ୟ —୪. Fit to be deserted or given up.
- ୫. ମନ୍ଦ —୫. Vile; bad.
- ୬. ତୁଚ୍ଛ; ହେୟ —୬. Contemptible.
- ୭. ରାଜ୍ୟର ହାନିକାରକ (ବ୍ୟକ୍ତି) — ୭. (a person) Causing injury to the realm.
ବିଶେଷ୍ୟ -
[ସମ୍ପାଦନା]- ୧. ପଟ୍ଟମଣ୍ଡପ; ବସ୍ତ୍ରବାସ; ତମ୍ୱୁ —୧. Tent.
- ୨. ପୂଯ —୨. Pus.
- ୩. ବୀର୍ଯ୍ୟ —୩. Matter; semen.
- ୪. ବସ୍ତ୍ର; ଲୁଗା (ହିନ୍ଦୀ - ଶବ୍ଦସାଗର) —୪. Cloth.