ଦୁସ୍ତର
ଦେଖଣା
ଦୁସ୍ତର
ଉଚ୍ଚାରଣ
[ସମ୍ପାଦନା](ଦୁସ୍ତରା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ଦୁର୍+ ତୃ ଧାତୁ+ କର୍ମ. ଅ)
[ସମ୍ପାଦନା]- ୧. ମନୁଷ୍ୟ ଯାହାକୁ ସହଜରେ ପାରି ହୋଇ ନ ପାରେ; ଦୁରତିତ୍ରମ —୧. Hard to get over; uncrossable; insurmountable; almost impassable.
- ୨. ଅତି କଷ୍ଟକର —୨. Very difficult.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଅତି କଷ୍ଟସାଧ୍ୟ —୧. Impracticable; difficult of accomplishment.
- ୨. ଭାରି ଦୁଷ୍ଟ; ଅତି ମନ୍ଦ — ୨. Very bad; very wicked.
(ଯଥା— ଏ ପିଲାଗୁଡ଼ାଏ ଅତି ଦୁସ୍ତର ହେଲେଣି)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଅତି ସଂକଟାପନ୍ନ ଅବସ୍ଥା — Very critical condition.
ରାମାୟଣ ଶୁଣି ନରେ ଦୁସ୍ତରୁ ନିସ୍ତର ସାରଳା. ମହାଭାରତ