ଦୁସ୍ଥ
ଦେଖଣା
ଦୁସ୍ଥ
ଉଚ୍ଚାରଣ
[ସମ୍ପାଦନା](ଦୁସ୍ଥା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ଦୁର୍+ ସ୍ଥା ଧାତୁ+ କର୍ତ୍ତୃ. ଅ)
[ସମ୍ପାଦନା]- ୧. କ୍ଳେଶଯୁକ୍ତ —୧. Afflicted.
- ୨. ଦୁର୍ଦ୍ଦଶାଗ୍ରସ୍ତ — ୨. Stricken with calamity; miserable.
- ୩. ଅତି ଦରିଦ୍ର — ୩. Very poor; poverty-stricken.
- ୪. କଷ୍ଟରେ ପଡ଼ିଥିବା — ୪. fallen in a difficulty.
- ୫. ମନ୍ଦଭାବରେ ସ୍ଥିତ —୫. Badly situated.
- ୬. ମୂର୍ଖ —୬. Illiterate.