Jump to content

ଦୁସ୍ରା

ଉଇକିଅଭିଧାନ‌ରୁ

ଦୁସ୍ରା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ - (ହିନ୍ଦୀ - ଦୁସରା)

[ସମ୍ପାଦନା]
୧. ଅନ୍ୟ — ୧. Another.
୨. ଦ୍ୱିତୀୟ —୨. Second.
୩. ଯୁଗ୍ମ ମଧ୍ୟରୁ ଏକତର —୩. Duplicate; one of a pair.