Jump to content

ଦୁହାଁ

ଉଇକିଅଭିଧାନ‌ରୁ

ଦୁହାଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୁହ୍ ଧାତୁ)

[ସମ୍ପାଦନା]
୧. ଦୋହନ; ଦୁହିଁବା — ୧. Milking.

ପର ଗାଇ ଦୁହାଁ ମୋତେ ନ ଆସେ—ଢ଼ଗ

୨. ଦୁହିଁବା; ଆଙ୍ଗୁଠି ଦ୍ୱୟଦ୍ୱାରା ଚିପି କରି କୌଣସି ପଦାର୍ଥରୁ ରସଆଦି ଚିପୁଡ଼ିବା —୨. Pressing a thing downwards with the fingers as in the act of milking.

ଦେଶଜ - ବିଶେଷଣ -

[ସମ୍ପାଦନା]

ଯେ ଦୁଧ ଦେଉଥାଏ; ଦୁହାଁଳ — (a cow) Which gives milk.

ଦୁହାଁ ଗାଈ ଦୁହିଁଲା ବୁହା ବଳଦ ବୋହିଲା ପ୍ରବଚନ

(ପଢୁଆଁ—ବିପରୀତ)

ପ୍ରାଦେଶିକ - (ଗଞ୍ଜାମ)ବିଶେଷଣ -

[ସମ୍ପାଦନା]

ଦ୍ୱିତୀୟ ସନ୍ତାନ; ଦୁଆ —The second (son or daughter).