Jump to content

ଦୁହାଁଳ

ଉଇକିଅଭିଧାନ‌ରୁ

ଦୁହାଁଳ

ଉଚ୍ଚାରଣ

[ସମ୍ପାଦନା]

[ଦୁହାଁଳିଆ—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ (ସଂସ୍କୃତ - ଦୋହନୀୟା)

[ସମ୍ପାଦନା]
୧. ଦୋହନୀୟା; ଯେଉଁ ଗାଭୀ ଦୋହନ କରା— ଯାଉ ଥାଏ; ଯାହାଠାରୁ ଦୁଧ ଦୁହାଁ ଯାଉଥାଏ —୧. Milch (cow); that which is being milked.
୨. ଦୁଗ୍ଧବତୀ; ଯେଉଁ ଗାଈ ଦୁଧ ଦିଏ ଅର୍ଥାତ୍ ବରଡ଼ ନୁହେଁ — ୨. (cow) Giving milk; not yet become dry.