ଦୁହାଇ ଦେବା
ଦେଖଣା
ଦୁହାଇ ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦୁହାଇ ଦେବା
|
[ଦୁହାଇ ପକା(କେ)ଇବା—ଅନ୍ୟରୂପ]
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ଦେବତା ବା ମହାପୁରୁଷଙ୍କ ନାମରେ ଶପଥ କରିବା —୧. To swear in the name of some Deity or great personage.
- ୨. ନିଜର ରକ୍ଷା ପାଇଁ ରାଜା ବା ଦେବତାଙ୍କ ନାମ— ଧରି ଆର୍ତ୍ତସ୍ୱର କରିବା — ୨. To invoke the name of a Deity or king for saving one's self.