Jump to content

ଦୁହିଁ ହେବା

ଉଇକିଅଭିଧାନ‌ରୁ

ଦୁହିଁ ହେବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଟାଣି ଓଟାରି ହେବା — ୧. To strain; to be strained.

ତୁମ୍ଭର କଥାକୁ ମୋ ପେଟ ଦୁହିଁ ହୋଇ ହସ ବାହାରୁଛି ନ ପାରେ ଘୋଡ଼ା ବାହି କୃଷ୍ଣସିଂହ. ମହାଭାରତ. କର୍ଣ୍ଣ

୨. ଦୋହନ ଯୋଗ୍ୟ ହେବା —୨. To be capable of being milked or squeezed.