Jump to content

ଦୁହିତ

ଉଇକିଅଭିଧାନ‌ରୁ

ଦୁହିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ପଦ୍ୟ) (ସଂସ୍କୃତ - ଦୁହିତୃ)

[ସମ୍ପାଦନା]

କନ୍ୟା; ଝିଅ — Daughter.

କ୍ଷମା କର ଦୋଷ ମୁଁ ତୁମ୍ଭର ଦୁହିତ କୃଷ୍ଣସିଂହ. ମହାଭାରତ ବନ