Jump to content

ଦୁହିତୀ

ଉଇକିଅଭିଧାନ‌ରୁ

ଦୁହିତୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପଦ୍ୟ) ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଦୁହିତୃ)

[ସମ୍ପାଦନା]

ଦୁହିତା; କନ୍ୟା; ଝିଅ —Daughter.

ମତ୍ସ୍ୟ ଦେଶର ଯେ ବିରାଟ ନୃପତି ଉତ୍ତରା ହୋଇ ନାମ ତାଙ୍କର ଦୁହିତୀ କୃଷ୍ଣସିଂହ. ମହାଭାରତ. ବନ