Jump to content

ଦୁହିତେ

ଉଇକିଅଭିଧାନ‌ରୁ

ଦୁହିତେ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପ୍ରାଚୀନ ପଦ୍ୟ) ବିଶେଷ୍ୟ -

[ସମ୍ପାଦନା]

କନ୍ୟା; ଝିଅ — Daughter.

ବସୁମତୀର ଦୁହିତେ ଯେତେ ତ୍ରିକଟା ସହିତେ ଅଶ୍ରୁ ନେବ ସର୍ବ ଚାହିଁ କହ ଭଞ୍ଜ. ବୈଦେହୀଶବିଳାସ