ଦୁହୁଣୀ
ଦେଖଣା
ଦୁହୁଣୀ
ଉଚ୍ଚାରଣ
[ସମ୍ପାଦନା](ଦୁହୁଁଣୀ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଦୋହନୀ) ଗାଈ ଦୁହାଁ କୁଞ୍ଚା ବା ଘଡ଼ି — ୧. A small narrow-necked pitcher used in milking a cow.
- ୨. ଗାଈ ଦୁହିଁଲା ବେଳେ ଗାଈ ନାତ ନ ମାରି ପାରିବା ପାଇଁ ତାହାର ଦୁଇ ଜାନୁରେ ଛନ୍ଦା ହୋଇ ଥିବା ଦଉଡ଼ି; ଛନ୍ଦଣୀ —୨. A string with which both the hind legs of a vicious cow are chained together when it is milked.
ପାଣ୍ଢୋଇ କଠାଉ ମଶୁଣୀ, ଆଣ ତୁ ଦୁଧର ଦୁହୁଣୀ ଜଗନ୍ନାଥ. ଭାଗବତ
- ୩. ଶସ୍ୟଆଦି ମାପ କରିବାରେ ବ୍ୟବହୃତ ବେତ ବା ବାଉଁଶପାତିଆରେ ତିଆରି ମାଣ; ପାହିଲି — ୩. A small measuring pot of cane or bamboo-laths used for measuring grains.