ଦୁହେଁଇବା
(ଦୁହାଁଇବା—ଅନ୍ୟରୂପ)
ଅନ୍ୟଦ୍ୱାରା ଦୋହନ କରାଇବା — To cause another to milk.
କହେ ବୀରବର ଦୁଃଖ ହର ହର ଶିରେ ସୁରଭୀ ଦୁହାଁଇକି ଭଞ୍ଜ. ପ୍ରେମସୁଧାନିଧି