Jump to content

ଦୁହ୍ୟୁ

ଉଇକିଅଭିଧାନ‌ରୁ

ଦୁହ୍ୟୁ

ଉଚ୍ଚାରଣ

[ସମ୍ପାଦନା]

(ଦ୍ରୁହ୍ୟୁ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଶର୍ମିଷ୍ଠାଙ୍କ ଗର୍ଭଜାତ ଯଯାତିଙ୍କ ଏକ ପୁତ୍ର — Name of one of the sons of king J̄aj̄āti and his wife Ṡarmishṭhā.

[ଦ୍ରଷ୍ଟବ୍ୟ —ଯଯାତି ଦିଗ୍ୱିଜୟ କରିବା ପରେ ପୁତ୍ରମାନଙ୍କ ମଧ୍ୟରେ ପୃଥିବୀକୁ ବାଣ୍ଟି ଦେଲେ ପଶ୍ଚିମଦିଗର ଦେଶମାନ ଦୁହ୍ୟୁକୁ ଦେଲେ ଯଯାତି ଆପଣାର ବାର୍ଦ୍ଧକ୍ୟକୁ ପୁତ୍ରମାନଙ୍କ ଯୌବନ ସଙ୍ଗେ ବଦଳ କରିବାକୁ କହିବାରୁ ଏ ମନା କଲେ ଯଯାତି କ୍ରଦ୍ଧ ହୋଇ ଏହାଙ୍କୁ ଶାପ ଦେଲେ 'ତୋର କୌଣସି ପ୍ରିୟ ଅଭିଳାଷ ପୂର୍ଣ୍ଣ ହେବ ନାହିଁ (ହିନ୍ଦୀ - ଶବ୍ଦସାଗର)]