Jump to content

ଦୁ ଭୂତ

ଉଇକିଅଭିଧାନ‌ରୁ

ଦୁ ଭୂତ

ଉଚ୍ଚାରଣ

[ସମ୍ପାଦନା]
(ଦୂରୀଭୂତା—ସ୍ତ୍ରୀ) 

ସଂସ୍କୃତ - ବିଣ—(ଦୂର+ ଅଦ୍ଭୁତ ତଦ୍ଭାବେ ଚ୍ୱି+ ଭୂତ)

[ସମ୍ପାଦନା]
୧. ବିତାଡ଼ିତ —୧. Driven away.
୨. ଅପସାରିତ —୨. Removed.
୩. ପୃଥକ୍କୃତ —୩. Separated.
୪. ଯାହା ଦୂରବର୍ତ୍ତୀ ହୋଇଅଛି —୪. Become distant.
୫. ଯେ ଦୂରକୁ ଯାଇଅଛି —୫. Gone away.