Jump to content

ଦୂତ

ଉଇକିଅଭିଧାନ‌ରୁ

ଦୂତ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଦୁ ଧାତୁ= ଗମନ କରିବା+ କର୍ତ୍ତୃ. ତ; ଉ ସ୍ଥାନରେ ଊ)

[ସମ୍ପାଦନା]
୧. ସମ୍ୱାଦବାହକ; ବାର୍ତ୍ତାବହ —୧. Messenger.
୨. ରାଜନୀତିକ ଚର —୨. Ambassador; envoy.
୩. ସ୍ୱର୍ଗର ଦୂତ —୩. An angel; a divine messenger.