Jump to content

ଦୂତୀ

ଉଇକିଅଭିଧାନ‌ରୁ

ଦୂତୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଦୂତ+ ସ୍ତ୍ରୀ. ଈ; ଦୁ ଧାତୁ= ଗମନ କରିବା+ ସଂଜ୍ଞାର୍ଥେ ତୀ)

[ସମ୍ପାଦନା]
୧. ବାର୍ତ୍ତାବାହିକା ସ୍ତ୍ରୀ — ୧. A female messenger.
୨. କୁଟୁଣୀ; ଯେଉଁ ସ୍ତ୍ରୀ ପରପୁରୁଷ ନିକଟରେ ପରସ୍ତ୍ରୀ ଆଣି ଜୁଟାଏ —୨. A go-between; a procuress; a bawd.

[ଦ୍ରଷ୍ଟବ୍ୟ —ଦୂତୀ ତ୍ରିବିଧ ଯଥା—୧ ଦୂତୀ, ୨ ସ୍ୱୟଂ ଦୂତୀ, ଓ ୩ ଆପ୍ତ ଦୂତୀ (ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି ୨୭: ପୃ)


୩. (ନାମ) ଶ୍ରୀକୃଷ୍ଣ ଓ ରାଧିକାଙ୍କ ମଧ୍ୟରେ ସଂବାଦ ନେବା ଆଣିବା କରୁଥିବା ସଖୀ —୩. The name of a female companion of Rādhikā who was acting as a messanger between Ṡrīkṛushṇa and Rādhikā.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସ୍ତ୍ରୀଲୋକଙ୍କୁ ଦିଆଯିବା ନାମ —A name given to females.