Jump to content

ଦୂନ

ଉଇକିଅଭିଧାନ‌ରୁ

ଦୂନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦୂ ଧାତୁ= ଖେଦ କରିବା+ କର୍ତ୍ତୃ. ତ)

[ସମ୍ପାଦନା]
୧. କ୍ଳିଷ୍ଟ — ୧. Afflicted.
୨. ଦୁଃଖପ୍ରାପ୍ତ —୨. Troubled.
୨. କ୍ଳାନ୍ତ —୩. Tired; wearied.
୪. ଅନୁତପ୍ତ —୪. Repentant.
୫. ପଥଶ୍ରାନ୍ତ —୫. Exhausted on account of travelling.