ଦୂର

ଉଇକିଅଭିଧାନ‌ରୁ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଦୂରତ୍ଵ; ଅସମୀପତା
  • ଦୂର ଦେଶ
  • ଦୂର ପଥ; ବହୂତ ଲମ୍ବ ବାଟ

ବିଶେଷଣ (ଦେଶଜ)[ସମ୍ପାଦନା]

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ଅସମୀପ; ବ୍ୟବଧାନଯୁକ୍ତ; ଅନ୍ତରରେ ଅବତସ୍ଥିତ
  • ଦେଶ, କାଳ ବା ସମ୍ବନ୍ଧ ବିଚାରରେ ବହୁତ ଅନ୍ତରରେ ଅବସ୍ଥିତ
  • ଛଡା; ପୃଥକ୍; ଅଲଗା
  • ଅତ୍ୟନ୍ତ
  • ଗାଢ଼
  • ଅଗୋଚର
  • ଦୀର୍ଘ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନିକଟ—ବିପରୀତ)

(ଦୂରତା, ଦୂରତ୍ୱ—ବି)

  • (file)
  • (file)

ସଂସ୍କୃତ - ବିଶେଷଣ - (ଦୁର୍= ଦୁଃଖ+ ଇ ଧାତୁ= ଗମନ କରିବା+ କର୍ତ୍ତୃ. ର; ନିପାତନ; ଢୁଳ. ଫାରାସୀ - ଏହି ଅର୍ଥରେ ଦୂର୍ ଶବ୍ଦ)[ସମ୍ପାଦନା]

୧. ଅସମୀପ; ବ୍ୟବଧାନଯୁକ୍ତ; ଅନ୍ତରରେ ଅବସ୍ଥିତ —୧. Remote; distant; far off.
୨. ଦେଶ, କାଳ ବା ସମ୍ୱନ୍ଧ ବିଚାରରେ ବହୁତ ଅନ୍ତରରେ— ଅବସ୍ଥିତ —୨. Occupying a far off position in respect of place, time or relationship.
୩. ଛଡ଼ା; ପୃଥକ୍; ଅଲଗା —୩. Separate.
୪. ଅତ୍ୟନ୍ତ —୪. Excessive.
୫. ଗାଢ଼ —୫. Deep.
୬. ଅଗୋଚର —୬. Not known; not preceived.
୭. ଦୀର୍ଘ —୭. Long.
୮. ରକ୍ତ ବା ବିବାହ ସମ୍ପର୍କରେ ବହୁତ ଅନ୍ତରରେ ଅବସ୍ଥିତ; ଯେ ନିକଟ ସମ୍ପର୍କୀୟ ନୁହେଁ —୮. Distantly related; not closely related

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ବ୍ୟବଧାନ —Interval; space.

ଦେଶଜ - ବିଶେଷଣ - (ସଂସ୍କୃତ - ଦୂରୀକୃତ)[ସମ୍ପାଦନା]

୧. ବିତାଡ଼ିତ — ୧. Driven away.


୨. ଦୂରୀଭୂତ —୨. Removed.

ଅଧି ବ୍ୟାଧି ମଧ୍ୟ ହୁଅଇ ତାର ଦୂର କୃଷ୍ଣସିଂହ ମହାଭାରତ, ବନ

୩. ଏତେ ଦୂରରେ ଅବସ୍ଥିତ —୩. Situated at such and such a distance.

(ଯଥା—ପୁରୀ କଟକଠାରୁ କୋଡ଼ିଏ କୋଶ ଦୂର)

୩. ଅପ୍ରାପ୍ୟ; ଅଗୋଚର — ୩. Unattainable; unknown.

ଜ୍ଞାନିକି ମୋରୂପ ଗୋଚର ଅଜ୍ଞାନୀ ଜନେ ମୁହିଁ ଦୂର ଜଗନ୍ନାଥ ଭାଗବତ

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଦୂରତ୍ୱ; ଅସମୀପତା —୧. Distance;
୨. ଦୂର ଦେଶ —୨. Distant land.
୩. ଦୂର ପଥ; ବହୁତ ଲମ୍ୱ ବାଟ — ୩. Long way; long journey.