Jump to content

ଦୂରଛଡ଼ା

ଉଇକିଅଭିଧାନ‌ରୁ

ଦୂରଛଡ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଦୂରଛାଡ଼ିଆ—ଅନ୍ୟରୂପ)

ଦେଶଜ - ବିଶେଷଣ - (ସଂସ୍କୃତ - ଦୂରସ୍ଥ; ଦୂରସ୍ଥିତ)

[ସମ୍ପାଦନା]
୧. ଦୂରରେ ଅବସ୍ଥିତ —୧. Situated at a long distance.
୨. ଦୂରକୁ ବିତାଡ଼ିତ —୨. Driven away to a great distance.
୩. ପରସ୍ପରଠାରୁ ବହୁ ବ୍ୟବଧାନରେ ଅବସ୍ଥିତ; ଅଲଗା ଅଲଗା —୩. Situated far apart from one another.

(ଯଥା—ନଡ଼ିଆ ଗଛକୁ ଦୂରଛଡ଼ା କରି ଲଗାଇଲେ ଖୁବ୍ ଭଲ ଫଳ ହୁଏ)