ଦୂରଦୃଷ୍ଟି
ଦେଖଣା
ଦୂରଦୃଷ୍ଟି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧାରୟ; ଦୂର+ ଦୃଷ୍ଟି)
[ସମ୍ପାଦନା]- ୧. ଦୀର୍ଘଦର୍ଶନ; ବହୁ ଦୂରକୁ ଦେଖିବା —୧. Seeing to a great distance; far-sight.
- ୨. ବହୁଦୂରସ୍ଥ ପଦାର୍ଥ ଦେଖିବାର ଶକ୍ତି — ୨. Long-sightedness.
- ୩. କୌଣସି ବିଷୟର ପରିମାଣପ୍ରତି ଦୃଷ୍ଟି ରଖିବା; ଦୂର ଦର୍ଶିତା —୩. Prodence; foresight.
- ୪. (ବହୁବ୍ରୀହି) ଶାଗୁଣା; ଶାକୁନି —୪. Vulture.
- ୫. ଦୂରବୀକ୍ଷଣ ଯନ୍ତ୍ର —୫. Telescope.
ବିଶେଷଣ - (ବହୁବ୍ରୀହି)
[ସମ୍ପାଦନା]- ୧. ଯେ ଦୂରକୁ ଦେଖିପାରେ — ୧. Far-seeing; far-sighted.
- ୨. ପରିମାଣଦର୍ଶୀ —୨. Prudent; provident; sagacious.
- ୩. ତ୍ରିକାଳଜ୍ଞ; ଯେ ଭବିଷ୍ୟତ୍ ଜାଣେ — ୩. Having insight into the future.
- ୪. ବିଜ୍ଞ —୪. Wise.
- ୫. ପଣ୍ଡିତ —୫. Learned.