ଦୂରବୀକ୍ଷଣ
=== ସଂସ୍କୃତ - ବିଶେଷ୍ୟ - (ଦୂର+ ବି+ ଇକ୍ଷ୍ ଧାତୁ=ଦେଖିବା+ କରଣ. ଅନ)
ଦୂରବୀନ୍; ଯେଉଁ ବୈଜ୍ଞାନିକ ଯନ୍ତ୍ରଦ୍ୱାରା ଦୂରସ୍ଥ ପଦାର୍ଥମାନ ନିକଟବର୍ତ୍ତୀ ପରି ଦେଖାଯାଏ — Telescope; a spying glass.