ଦୂରବୀନ୍
ଦୁର୍ବିନ୍, ଦୁର୍ବୀନ୍ଦ ଅନ୍ୟରୂପ
ଦୂରବୀକ୍ଷଣ (ଦେଖ) - Dūrabīkshaṇa (See)
ଦୂରବୀନ୍ଦରେ ଚାହିଁ ଦେଲା, ପାଖ ଲୋକଙ୍କୁ ପଚାରିଲା, ଏ କ୍ୟା? ଫକୀରମୋହନ. ଗଳ୍ପସ୍ୱଳ୍ପ