ଦୂରାନ୍ତ
ଦେଖଣା
ଦୂରାନ୍ତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଦୂରତା —୧. Distance.
- ୨. ବ୍ୟବଧାନ —୨. Interval; space.
କେତେ ଦୂରାନ୍ତର ଛଡ଼ା ଛାଡ଼ିଅଛି ତହିଁ ପ୍ରାଚୀ. ବ୍ରହ୍ମନିରୂପଣ ଗୀତା
ବିଶେଷଣ -
[ସମ୍ପାଦନା]ଦୂରସ୍ଥିତ; ଦୂରରେ ଥିବା —Distant; remote.
ଏତେ ବିଚାରି ବେନିଜନ; ଗଲେ ସେ ଦୁରାନ୍ତର ବନ ପ୍ରାଚୀ. ନିର୍ଗୁଣ ମାହାତ୍ମ୍ୟ