Jump to content

ଦୂରାନ୍ୱୟ

ଉଇକିଅଭିଧାନ‌ରୁ

ଦୂରାନ୍ୱୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(ବ୍ୟାକରଣ) ଯେଉଁ ରଚନାରେ ବାକ୍ୟରେ ବିନ୍ୟସ୍ତ ଶବ୍ଦମାନ ଦୂରବତ୍ତୀ ଶବ୍ଦମାନଙ୍କ ସଙ୍ଗେ ଅନ୍ୱିତ ହୁଏ —(grammer) A composition of sentences in which words related to one another are placed fer off from one another.

[ଦ୍ରଷ୍ଟବ୍ୟ —ଏହା ରଚନାରେ ଗୋଟିଏ ଦୋଷ ଅଟେ]