Jump to content

ଦୂରୀକରଣ

ଉଇକିଅଭିଧାନ‌ରୁ

ଦୂରୀକରଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଦୂର+ଅଦ୍ଭୁତ ତଦ୍ଭାବେ. ତ୍ୱି+ କରଣ)

[ସମ୍ପାଦନା]
୧. ବିତାଡ଼ନ; ବହିଷ୍କରଣ —୧. Driving away.
୨. ଅପସାରଣ —୨. Removal.