Jump to content

ଦୂରୀକୃତ

ଉଇକିଅଭିଧାନ‌ରୁ

ଦୂରୀକୃତ

ଉଚ୍ଚାରଣ

[ସମ୍ପାଦନା]
(ଦୂରୀକୃତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦୂର+ ଅଦ୍ଭୁତ ତଦ୍ଭାବେ ଚ୍ୱି+ କୃତ)

[ସମ୍ପାଦନା]
୧. ବିତାଡ଼ିତ; ଦୂରକୁ ଅପସାରିତ — ୧. Driven away; removed far away.
୨. ଅବମାନନାପୂର୍ବକ ଯାହାକୁ ଅପସାରିତ କରାଯାଇଅଛି — ୨. Removed with insult or contempt.