ଦୂରୂକୁ ଦେଖିବା
ଦେଖଣା
ଦୂରୂକୁ ଦେଖିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦୂରୂକୁ ଦେଖିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଦୂରବର୍ତ୍ତୀ ସ୍ଥାନର ବସ୍ତୁକୁ ଦେଖିବା — ୧. To see a distant thing.
- ୨. (ଲକ୍ଷଣ) ଗଭୀର ଚିନ୍ତାକରି ଭବିଷ୍ୟତ୍ ବିଷୟ ଜାଣିବା —୨. To think deeply for knowing the future.