Jump to content

ଦୂରେଇ

ଉଇକିଅଭିଧାନ‌ରୁ

ଦୂରେଇ

ଉଚ୍ଚାରଣ

[ସମ୍ପାଦନା]

(ଦୂରେଇ କରି—ଅନ୍ୟରୂପ)

  • (file)
  • (file)

ଦେଶଜ - କ୍ରି. ବିଣ—(ସଂସ୍କୃତ - ଦୂର)

[ସମ୍ପାଦନା]

ଖଣ୍ଡଦୂର ଛାଡ଼ିକରି; କିଛି ବ୍ୟବଧାନ ବା ଅନ୍ତର ଛାଡ଼ିକରି — Leaving some space between.

(ଯଥା—ଚୁଲିରେ କରଚୁଲି ପଡ଼ିଥିଲେ ତା ବେଣ୍ଟକୁ ଦୂରେଇ କରି ନ ଧରିଲେ ହାତ ପୋଡ଼ିଯିବା)