Jump to content

ଦୂରେଇବା

ଉଇକିଅଭିଧାନ‌ରୁ

ଦୂରେଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - କ୍ରିୟାପଦ - (ସଂସ୍କୃତ - ଦୂର; ସଂସ୍କୃତ - ଦୁରାୟ ନାମ ଧାତୁ)

[ସମ୍ପାଦନା]
୧. ଦୂରକୁ ଘୁଞ୍ଚି ଯିବା — ୧. To move or go off to a distance.