Jump to content

ଦୂର୍ଦୂର୍ କରିବା

ଉଇକିଅଭିଧାନ‌ରୁ

ଦୂର୍ଦୂର୍ କରିବା

ଉଚ୍ଚାରଣ

[ସମ୍ପାଦନା]

ଦୂର୍ଦୂର୍ ଛୁର୍ଛୁର୍ କରିବା, ଦୂର୍ଦୂର୍ ଛିଛି କିରବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଘୃଣା ପ୍ରକାଶପୂର୍ବକ ବା ମାରିବାର ଭୟ ଦେଖାଇ ବା ଛି ଛି କରି ତଡ଼ିଦେବା — ୧. To drive away with contempt.
୨. କୌଣସି ବ୍ୟକ୍ତିପ୍ରତି ଅତ୍ୟନ୍ତ ଘୃଣା ପ୍ରକାଶ କରିବା —୨. To treat a man with contempt; to despise.