ଦୂର୍ପଳା
(ଦୂର୍ଦୂର୍ପଳା—ଅନ୍ୟରୂପ)
ଏଠାରୁ ଦୂର୍ ହୋ ! ଏଠାରୁ ପଳାୟନ କର ! — (interjection) Be off !
ମୋ ଜୁଜୁଟି ଭାରି ଦୁଷ୍ଟ, କହୁଣୀ ମାରଇ ରୂଟୁଭୂଟୁ, ଦୂର୍ପଳା ଦୂର୍ପଳା ଉତ୍କଳକାହାଣୀ