Jump to content

ଦୂର୍ପଳାଇବା

ଉଇକିଅଭିଧାନ‌ରୁ

ଦୂର୍ପଳାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଦୁର୍+ ପଳାୟନ)

[ସମ୍ପାଦନା]
୧. ତିରଷ୍କାର, ଧିକ୍କାର ବା ଘୃଣିତ ବ୍ୟବହାର ପ୍ରାପ୍ତ ହେବା ଯୋଗୁଁ ବା ଏଥିର ଭୟରେ କୌଣସି ସ୍ଥାନ ତ୍ୟାଗ କରିବା —୧. To flee away from a place through fear or insult.
୨. ଭୟରେ ହଠାତ୍ କୌଣସି ସ୍ଥାନ ତ୍ୟାଗ କରିବା — ୨. To suddenly leave a place through fright.
୩. କୌଣସି ସ୍ଥାନରୁ ଦୂରରେ ରହିବା — ୩. To keep one's self at a safe distance.