ଦୂର ଦୁରାନ୍ତ
ଦେଖଣା
ଦୂର ଦୁରାନ୍ତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଦୂରଦୂରାନ୍ତର—ଅନ୍ୟରୂପ)
ଦେଶଜ - ବିଶେଷଣ -
[ସମ୍ପାଦନା]ବହୁଦୂର — Very far; veryy distant.
ନିହାତି ଦୂରଦୂନ୍ତେ ବୋଲି ଊଣା ଅଧିକ ପଚାଶ ବର୍ଷ ହେଲା ବିତ୍ତା ନେଣ ଦେଣ ବନ୍ଦ—ଫକୀରମୋହନ. ଗଳ୍ପସ୍ୱଳ୍ପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବହୁ ଦୂର ସ୍ଥାନ —୨. Very distance place.
- ୨. ବହୁ ଦୂରତ୍ୱ —୨. A great distance.