Jump to content

ଦୂର ପର୍ବତ

ଉଇକିଅଭିଧାନ‌ରୁ

ଦୂର ପର୍ବତ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦୂରରେ ଅବସ୍ଥିତ ପର୍ବତ — ୧. A distant mountain.
୨. ଦୂରକୁ ଦେଖାଯିବା ପର୍ବତ — ୨. A mountain seen from a distant place.

ଦୂର ପର୍ବତ ସୁନ୍ଦର; ଦୂର ବନ୍ଧୁ ସୁନ୍ଦର ପ୍ରବଚନ