Jump to content

ଦୂର ବନ୍ଧୁ

ଉଇକିଅଭିଧାନ‌ରୁ

ଦୂର ବନ୍ଧୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦୂର+ ବନ୍ଧୁ; ବହୁବ୍ରୀହି)

[ସମ୍ପାଦନା]

ଯେଉଁ ବ୍ୟକ୍ତି ବନ୍ଧୁ ବହୁ ଦୂରରେ ଅଛନ୍ତି —(a person) Having a friend living at a great distance.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ବନ୍ଧୁବାନ୍ଧବଙ୍କ ବାସସ୍ଥାନ ଆପଣା ବାସସ୍ଥାନ ଠାରୁ ବହୁ ଦୂରରେ ଅବସ୍ଥିତ —Relations residing at a great distance from one's residence.

(ଯଥା—ଦୂର ପର୍ବତ ସୁନ୍ଦର, ଦୂର ବନ୍ଧୁ ସୁନ୍ଦର—ଢ଼ଗ)