Jump to content

ଦୂର ହେବା

ଉଇକିଅଭିଧାନ‌ରୁ

ଦୂର ହେବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଦୂର+ ଭୃ ଧାତୁ)

[ସମ୍ପାଦନା]
୧. ବିତାଡ଼ିତ ହେବା — ୧. To be driven away.
୨. ସ୍ଥାନାନ୍ତରିତ ହେବା —୨. To be removed to a distance.
୩. ଲୋପ ପାଇବା —୩. To disappear.

ଦୂର ହୋଇଛି କେତେ ସୁଖମାନ—କବିସୂର୍ଯ୍ୟ. କିତାକଲ୍ଲୋଳ

୪. କୌଣସି ସ୍ଥାନ ତ୍ୟାଗ କରିବା; ଚାଲିଯିବା — ୪. To be off; to go away; to retire from a place.